21.1 C
Bhubaneswar
Monday, February 2, 2026
Homeଓଡିଶାପୂର୍ବତନ ପୋଲିସ ଏସଆଇଙ୍କୁ ୩ବର୍ଷ ଜେଲ୍‌

ପୂର୍ବତନ ପୋଲିସ ଏସଆଇଙ୍କୁ ୩ବର୍ଷ ଜେଲ୍‌

ଭୁବନେଶ୍ୱର: ଲାଞ୍ଚ ମାମଲାରେ ପୂର୍ବତନ ପୋଲିସ ଏସଆଇଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡ। ମୟୂରଭଞ୍ଜ ଝାରଡିହି ଫାଣ୍ଡିର ପୂର୍ବତନ ପୋଲିସ ଏସଆଇ ସତ୍ୟବାନ ଗିରି । ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ। ୨୦୨୧ରେ ମଦ ଦୋକାନୀଙ୍କ ଠାରୁ ୯ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ। କୋର୍ଟ ତାଙ୍କୁ ଏହି ଘଟଣାରେ ତିନି ବର୍ଷ ସଶ୍ରମ କାରାଦଣ୍ଡ ଏବଂ ଜରିମାନା ଦଣ୍ଡ ଦେଇଛନ୍ତି। ଦୋଷୀ ସାବ୍ୟସ୍ତ ହେବା ପରେ, ଓଡ଼ିଶା ଭିଜିଲାନ୍ସ ଘୋଷଣା କରିଛି ଯେ ସେ ତାଙ୍କର ପେନସନ ଲାଭ ବନ୍ଦ କରିବା ପାଇଁ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking