31.1 C
Bhubaneswar
Monday, March 23, 2026
Homeଓଡିଶାବଣାଇର ପୂର୍ବତନ ବିଧାୟକଙ୍କ ପରଲୋକ

ବଣାଇର ପୂର୍ବତନ ବିଧାୟକଙ୍କ ପରଲୋକ

ସୁନ୍ଦରଗଡ: ବଣାଇର ପୂର୍ବତନ ବିଧାୟକ ହେମେନ୍ଦ୍ର ପ୍ରସାଦ ମହାପାତ୍ରଙ୍କ ପରଲୋକ । ଖୁଟୁଗାଁରେ  ୯୨ ବର୍ଷ ବୟସରେ ଆଖି ବୁଜିଲେ ହେମେନ୍ଦ୍ର ପ୍ରସାଦ ମହାପାତ୍ର । ଲଗାତାର ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ହେମେନ୍ଦ୍ର । ୧୯୬୧,୬୭ ଓ ୭୧ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking