32.1 C
Bhubaneswar
Wednesday, October 16, 2024
Homeଓଡିଶାପୂର୍ବତନ ବିଧାୟକ ଧନେଶ୍ବର ମାଝୀଙ୍କ ପରଲୋକ

ପୂର୍ବତନ ବିଧାୟକ ଧନେଶ୍ବର ମାଝୀଙ୍କ ପରଲୋକ

ଭୁବନେଶ୍ବର: ପରଲୋକରେ ଧନେଶ୍ବର ମାଝୀ । ୮୪ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଗତ କିଛି ଦିନ ହେବ ସ୍ବାସ୍ଥ୍ୟବସ୍ଥା ବିଗିଡା କାରଣରୁ ତାଙ୍କର ଚିକିତ୍ସା ଜାରି ରହିଥିଲା । ତେବେ କେସିଙ୍ଗା ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

କେସିଙ୍ଗା ଏବଂ ନର୍ଲାରୁ ୫ ଥର ବିଧାୟକ ଥିଲେ ସ୍ବର୍ଗତ ଧନେଶ୍ବର ମାଝୀ । ଏହା ସହିତ ସେ ରାଜ୍ୟସଭା ସାଂସଦ ମଧ୍ୟ ରହିଥିଲେ । ତେବେ ତାଙ୍କର ମୃତ୍ୟୁ ଖବର ପ୍ରସାରିତ ହେବାପରେ କଳାହାଣ୍ଡିରେ ଦୁଃଖର ବାତାବରଣ ଖେଳିଯାଇଛି । ଅନେକ ରାଜନେତାମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।

ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ରାଉରକେଲାରେ ହେବ ଉଦ୍‌ଘାଟନୀ ସମାରୋହ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking