ଭୁବନେଶ୍ୱର: ଏକକ ପିଜି ପ୍ରବେଶିକା ପରୀକ୍ଷା ବା ସିପିଇଟି ପାଇଁ କାଲିଠୁ ଫର୍ମ ପୂରଣ ଆରମ୍ଭ । ଆସନ୍ତାକାଲିଠୁ ମାର୍ଚ୍ଚ ୧୫ ଯାଏଁ ସାମସ ପୋର୍ଟାଲରେ ଫର୍ମ ପୂରଣ କରିପାରିବେ ଇଚ୍ଛୁକ ଛାତ୍ରଛାତ୍ରୀ । ଏପ୍ରିଲ ୨୭ରୁ ମେ ୧୦ ଯାଏଁ ସ୍ନାତକୋତ୍ତର ବିଷୟ ପାଇଁ ହେବ ସିପିଇଟି । ସିପିଇଟି ମାର୍କ ଆଧାରରେ ହିଁ ସ୍ନାତକୋତ୍ତର ପାଇଁ ଚୟନ ହେବେ ଛାତ୍ରଛାତ୍ରୀ ।










