24.1 C
Bhubaneswar
Monday, February 9, 2026
Homeଓଡିଶାରାଜ୍ୟରେ ବଢିଛି ଜଙ୍ଗଲ

ରାଜ୍ୟରେ ବଢିଛି ଜଙ୍ଗଲ

ଭୁବନେଶ୍ୱର: ଓଡିଶାରେ ବଢିଛି ଜଙ୍ଗଲ ପରିମାଣ । ୨୦୨୩ ତଥ୍ୟ ଅନୁସାରେ ବଢିଛି ଜଙ୍ଗଲ । ଗୃହରେ ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ । ୨୦୨୩ରେ ୪୮ ହଜାର ୩୬୬ ବର୍ଗ କିମି ଜଙ୍ଗଲ ଥିଲା । ଏବେ ୫୨,୪୩୩.୫୬ ବର୍ଗ କିମି ଜଙ୍ଗଲ ଅଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking