21.1 C
Bhubaneswar
Monday, February 2, 2026
Homeଓଡିଶାବୃଦ୍ଧ ଓ ବୃଦ୍ଧାଙ୍କୁକମ୍ବଳ ବାଣ୍ଟିଲେ ମନ୍ତ୍ରୀ

ବୃଦ୍ଧ ଓ ବୃଦ୍ଧାଙ୍କୁକମ୍ବଳ ବାଣ୍ଟିଲେ ମନ୍ତ୍ରୀ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଥିବା ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କ ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ। ରରୁଆଁ ବ୍ଲକର ଘାଗରବେଡା, ଅଙ୍ଗାରପଦା, ଯାମୁନ୍ତି, ବୈଦ୍ୟନାଥ ଓ ରରୁଆଁ ଗ୍ରାମ ପଞ୍ଚାୟତର ଅନେକ ସ୍ଥାନରେ ହୋଇଥିବା ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ୨୧ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ନବନିର୍ମିତ ପ୍ରକଳ୍ପ ଗୁଡିକର ଶୁଭ ଉଦଘାଟନ କରିବା ସହ ସମସ୍ତ ପଞ୍ଚାୟତରେ ବସବାସ କରୁଥିବା ଗରିବ ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ଶୀତରୁ ରକ୍ଷା ପାଇବା ପାଇଁ କମ୍ବଳ ବଣ୍ଟନ କରିଥିଲେ। ସେହିପରି ବିଗତ ଦିନରେ ମୟୂରଭଞ୍ଜ ଜିଲ୍ଲାର ରରୁଆଁ ବ୍ଲକକୁ ୧୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ ଭେଟି ଦେଇଥିବାରୁ ରରୁଆଁ ବ୍ଲକ ଅଧିବାସୀଙ୍କ ପକ୍ଷରୁ ଅଶେଷ ଧନ୍ୟବାଦ ଅର୍ପଣ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking