17.1 C
Bhubaneswar
Monday, December 22, 2025
Homeଓଡିଶାଜଳିଗଲେ ବନ କର୍ମଚାରୀ

ଜଳିଗଲେ ବନ କର୍ମଚାରୀ

ରାଉରକେଲା: ଜଙ୍ଗଲରେ ଲାଗିଥିବା ନିଆଁରେ ଜଳିଗଲେ ବନ କର୍ମଚାରୀ । ଜଙ୍ଗଲରେ ନିଆଁ ଲିଭାଉଥିବା ବେଳେ ଜଳିଗଲେ । ଗୁରୁତର ବନ କର୍ମଚାରୀ ଡାକ୍ତରଖାନାରେ ଭର୍ତ୍ତି । କୁଆଁରମୁଣ୍ଡା ରେଞ୍ଜ ବ୍ରାହ୍ମଣୀ ସଂରକ୍ଷିତ ଜଙ୍ଗଲରେ ଅଘଟଣ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking