30.1 C
Bhubaneswar
Tuesday, January 20, 2026
Homeଓଡିଶାବନ ବିଭାଗର ଅପରେସନ୍ ‘ଜୀବେ ଦୟା’

ବନ ବିଭାଗର ଅପରେସନ୍ ‘ଜୀବେ ଦୟା’

ଭୁବନେଶ୍ୱର: ଅନୁଗୁଳରେ ବୋମା ଖାଇ ହାତୀ ମୃତ୍ୟୁ ଘଟଣା । ବନ ବିଭାଗର ଅପରେସନ୍ ‘ଜୀବେ ଦୟା’ । ଅନୁଗୁଳ, ଢେଙ୍କାନାଳ, କଟକରେ ଚାଲିଛି କମ୍ବିଂ ଅପରେସନ । ଆରସିସିଏଫ୍‌ଙ୍କ ନେତୃତ୍ୱରେ ୭ଟି ବନଖଣ୍ଡରେ ଚଢାଉ ହୋଇଛି । ଶିକାରୀ ମୁକ୍ତ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ଏହି ଅପରେସନ୍‌ର ଲକ୍ଷ୍ୟ ରହିଛି । ଗାଁରେ ଘରଘର ବୁଲି ଯାଞ୍ଚ କରୁଛି ବନବିଭାଗ । ପ୍ରଥମ ଦିନରେ ଏହି ଅପରେସନ୍‌ରେ ବିପୁଳ ବିସ୍ଫୋରକ ଓ ବନ୍ଧୁକ ଜବତ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking