21.1 C
Bhubaneswar
Sunday, February 1, 2026
Homeଦେଶ ବିଦେଶଶସ୍ତା ହେବ ବିଦେଶ ଯାତ୍ରା

ଶସ୍ତା ହେବ ବିଦେଶ ଯାତ୍ରା

ନୂଆଦିଲ୍ଲୀ: ଆଜି ସଂସଦରେ ବଜେଟ ୨୦୨୬-୨୭ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ନବମ ଥର ପାଇଁ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ । ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ସଂସଦରେ ତଥ୍ୟ ରଖିଲେ ନିର୍ମଳା ସୀତାରମଣ । ବିଦେଶରେ ଶିକ୍ଷା ଓ ମେଡିକାଲ କ୍ଷେତ୍ରରେ ଟିସିଏସ ହ୍ରାସ ହୋଇଛି । ୫ ପ୍ରତିଶତରୁ ୨ ପ୍ରତିଶତକୁ ଟିସିଏସ ହ୍ରାସ ନେଇ ଘୋଷଣା କରାଯାଇଛି । ୨୦୨୬- ୨୭ରେ ଜିଡିପିର ବିତ୍ତୀୟ ନିଅଣ୍ଟ ୪.୪ % ରହିଛି । ୨୦୨୭ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ୪. ୩% ହେବ । ସରକାରଙ୍କ ଆର୍ଥିକ ସଂଯମ ପାଇଁ କ୍ରମାଗତ ଭାବେ ହ୍ରାସ ପାଉଛି ।ଟିସିଏସ ୨ % ହ୍ରାସ ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଶିକ୍ଷା ଓ ମେଡିକାଲ କ୍ଷେତ୍ର ଟିସିଏସ ହ୍ରାସ ପ୍ରତିଶ୍ରୁତି ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking