21.1 C
Bhubaneswar
Monday, December 8, 2025
Homeଓଡିଶାଲଇକେରା ଅଞ୍ଚଳରେ ଦେଖିବାକୁ ମିଳିଛି ପାଦ ଚିହ୍ନ

ଲଇକେରା ଅଞ୍ଚଳରେ ଦେଖିବାକୁ ମିଳିଛି ପାଦ ଚିହ୍ନ

ଝାରସୁଗୁଡା: ପୁଣି  ଦେଖାଦେଲାଣି ବାଘ ଆତଙ୍କ । ଝାରସୁଗୁଡା ଲଇକେରା  ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି ।  ଲଇକେରା ବ୍ଲକରେ ବାଘର ପାଦ  ଚିହ୍ନ ଦେଖି ଲୋକେ ଭୟଭୀତ  ହୋଇପଡିଛନ୍ତି ।    ଲଇକେରା  ଓ ସୁନ୍ଦରଗଡ ଜିଲ୍ଲା  ସୀମାବର୍ତ୍ତୀ  ଅଞ୍ଚଳ  ଭୁକୁଲାପଡା, ଗଞ୍ଜୁଡିହି,  କର୍ଲାଖମନ, ଜାମାଲ ଆଦି  ସ୍ଥାନରେ  ବାଘର ପାଦ ଚିହ୍ନ  ପଡିଛି ।  ଏହି ଅଞ୍ଚଳରେ   ବାଘ ଚଳପ୍ରଚଳ  କରୁଥିବା ଜଣାପଡିଛି । ବାଘ ପାଦଚିହ୍ନ  ଦେଖି  ଭୟଭୀତ   ଅବସ୍ଥାରେ ଅଛନ୍ତି ଲୋକ ।   ଏନେଇ ଖବର ପାଇ ବନ ବିଭାଗ  ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛି । ବାଘ  କେଉଁ ସ୍ଥାନରେ ବୁଲୁଛି ଖୋଜାଖୋଜି  ଆରମ୍ଭ କରିଛି ବନ ବିଭାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking