19.1 C
Bhubaneswar
Saturday, February 7, 2026
Homeଓଡିଶାବାଲିଯାତ୍ରାରେ ଫୁଡ ସେଫ୍ଟି ବିଭାଗର ରେଡ

ବାଲିଯାତ୍ରାରେ ଫୁଡ ସେଫ୍ଟି ବିଭାଗର ରେଡ

କଟକ: କଟକ ବାଲିଯାତ୍ରାରେ ସିଏମସି ପକ୍ଷରୁ ଖାଦ୍ୟ ସୁରକ୍ଷା ବିଭାଗର ଚଢାଉ। ବିଭିନ୍ନ ଷ୍ଟଲ ଉପରେ ରେଡ କରି  ଖାଦ୍ୟର ମାନ ଯାଞ୍ଚ କରାଯିବ । ପନିର, ଚିକେନ, ରାବିଡି ଭଳି ବିଭିନ୍ନ ଖାଦ୍ୟ ବାସି ହୋଇଯିବା ପରେ ବି ଦୋକାନରେ  ରଖାଯାଇଥିଲା । ପୋଡା ତେଲ ଓ ବ୍ୟବହାର ହୋଇସାରିଥିବା ଖାଦ୍ୟକୁ ପୁଣି ଆଜି  ବ୍ୟବହାର କରିବା ପାଇଁ ରଖିଥିଲେ ଅନେକ ଦୋକାନୀ । କଟକ ମହାନଗର ନିଗମ ପକ୍ଷରୁ ଚଢାଉ କରାଯାଇ ସେସବୁ ଷ୍ଟଲରୁ ଖାଦ୍ୟକୁ ନଷ୍ଟ କରାଯାଇଛି । କିଛି ନିୟମ ଖିଲାପକାରୀଙ୍କ ବିରୋଧରେ ବ୍ୟାପକ ପରିମାଣର ବାସି ଖାଦ୍ୟ ନଷ୍ଟ କରିବା ସହ କାଟିଛନ୍ତି ଫାଇନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking