33.1 C
Bhubaneswar
Wednesday, March 18, 2026
Homeଓଡିଶାବିଷାକ୍ତ ଖାଦ୍ୟର ହଟସ୍ପଟ ୩ ଜିଲ୍ଲା

ବିଷାକ୍ତ ଖାଦ୍ୟର ହଟସ୍ପଟ ୩ ଜିଲ୍ଲା

ଭୁବନେଶ୍ୱର: ସାମ୍ନାକୁ ଆସିଲା ଚିନ୍ତାଜନକ ତଥ୍ୟ । ରାଜ୍ୟରେ ମିଳୁଛି ବିଷାକ୍ତ ଖାଦ୍ୟ । ଗୃହରେ ଉତ୍ତର ରଖିଲେ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ୨୦୨୫-୨୬ରେ ୧ ଲକ୍ଷ ୬୦ ହଜାର ୧୩୪ ସ୍ଥାନରେ ରେଡ କରାଯାଇଛି । ୪୭ଟି ମାମଲା ରୁଜୁ ହୋଇଛି, ୫ ଲକ୍ଷ ୧୯ ହଜାର ଜରିମାନା ଆଦାୟ କରାଯାଇଛି । ବିଷାକ୍ତ ଖାଦ୍ୟର ହଟସ୍ପଟ ପାଲଟିଛି ନୟାଗଡ , କଟକ ,ଖୋର୍ଦ୍ଧା । ନୟାଗଡରେ ୧୬ ହଜାର ୩୦୦, କଟକରେ ୧୬ ହଜାର ୧୬ଟି ସେହିପରି ଖୋର୍ଦ୍ଧାରେ ୧୫ ହଜାର ୩୩୪ ଚଢାଉ ହୋଇଛି । କେନ୍ଦୁଝରରେ ସର୍ବାଧିକ ୯ଟି ଭେଜାଲ ମାମଲା ସାମ୍ନାକୁ ଆସିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking