କଟକ: ଏଫଏମ ଛାତ୍ରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ । ଏସଆଇଟି ତଦନ୍ତ ଆବଶ୍ୟକତା ନାହିଁ ବୋଲି କହିଲେ ହାଇକୋର୍ଟ । ଓଡିଶା ବନ୍ଦ ଆନ୍ଦୋଳନ ପାଇଁ ବିରୋଧୀ ଦଳକୁ ନୋଟିସ ଦିଆଯାଇଛି । ଏଫ ଏମ ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ ରାଜ୍ୟରେ ରାଜନୀତି ବେଶ ସରବରାହ ଦେଖାଦେଇଛି । ଏଥିପାଇଁ ବିରୋଧୀ ଦଳ ପ୍ରତିବାଦ କରିଥିଲେ । କଂଗ୍ରେସ ଓଡିଶା ବନ୍ଦ ଡାକରା ଦେଇଥିଲା ।










