28.1 C
Bhubaneswar
Thursday, March 5, 2026
Homeଓଡିଶାଖୁବଶୀଘ୍ର ଫ୍ଲାଏ ଓଭର କାର୍ଯ୍ୟ : ଆଇନମନ୍ତ୍ରୀ

ଖୁବଶୀଘ୍ର ଫ୍ଲାଏ ଓଭର କାର୍ଯ୍ୟ : ଆଇନମନ୍ତ୍ରୀ

ଭୁବନେଶ୍ୱର : ଖୁବଶୀଘ୍ର ଜୟଦେବ ବିହାରରୁ  ନନ୍ଦନକାନ ପର୍ଯ୍ୟନ୍ତ ଫ୍ଲାଏ ଓଭର କାର୍ଯ୍ୟ ଆରମ୍ଭ ହେବ । ପ୍ରକଳ୍ପକୁ ଅନୁମତି ମିଳିଥିବା ନେଇ ଆଇନମନ୍ତ୍ରୀ ସୂଚନା ଦେଇଛନ୍ତି । କହିଛନ୍ତି ଖୁବଶୀଘ୍ର ଟେକନିକାଲ କାର୍ଯ୍ୟ ଆରମ୍ଭ ହେବ । ଆଗାମୀ ଦିନରେ ଏହି ରାସ୍ତା ଭୁବନେଶ୍ୱରର ଲାଇଫ ଲାଇନ ହେବ । ୨୦୨ – ୨୮ ସୁଦ୍ଧା ପ୍ରକଳ୍ପରୁ ବଡ ଭାଗ ଶେଷ କରିବା ଲକ୍ଷ୍ୟ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking