27.1 C
Bhubaneswar
Monday, March 30, 2026
Homeଓଡିଶାଜଳ ସମ୍ପଦ ବିଭାଗ ଦ୍ୱାରାବନ୍ୟା ସ୍ଥିତି ତଦାରଖ

ଜଳ ସମ୍ପଦ ବିଭାଗ ଦ୍ୱାରାବନ୍ୟା ସ୍ଥିତି ତଦାରଖ

୨୪ ଘଣ୍ଟିଆବନ୍ୟା ନିୟନ୍ତ୍ରଣ କକ୍ଷରୁ ସ୍ଥିତି ଅନୁଧ୍ୟାନ

ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା ନଦୀମାନଙ୍କରେ ଜଳସ୍ତରବୃଦ୍ଧି

ଭୁବନେଶ୍ୱର:ଝାରଖଣ୍ଡ  ରାଜ୍ୟ ଏବଂ ଓଡ଼ିଶାର ମୟୂରଭଞ୍ଜଓବାଲେଶ୍ୱର ଜିଲ୍ଲାରେଲଗାଣ ବର୍ଷାହେତୁସୁବର୍ଣ୍ଣରେଖା, ବୁଢାବଳଳଙ୍ଗ ଓଜଳକାନଦୀମାନଙ୍କରେ ଜଳସ୍ତରବୃଦ୍ଧିପାଉଛି । ଆଜି ଅପରାହ୍ଣ ୩  ଟା ସୁଦ୍ଧା  ସୁବର୍ଣ୍ଣରେଖାନଦୀରେରାଜଘାଟ ଠାରେ ଜଳସ୍ତର ୮.୪୧ ମିଟର ରହିଥିଲା ଏହାର ବିପଦ ସଂକେତ ସ୍ତରହେଉଛି ୧୦.୩୬ ମିଟରସେହିପରି, ବୁଢାବଳଙ୍ଗ ନଦୀରେଗୋବିନ୍ଦପୁର ଠାରେ ଜଳସ୍ତର୬.୯୪ ମିଟର ରହିଛି । ଏହାର ବିପଦ ସଂକେତ ସ୍ତର୮.୧୩ ମିଟରସେହିପରି ଜଳକାନଦୀରେମାଥାନୀରେ ଠାରେ ଜଳସ୍ତର୬.୬୫ ମିଟର ଥିବା ବେଳେ ଏହାର ବିପଦ ସଂକେତ ସ୍ତରହେଉଛି ୬.୫୦ ମିଟରଏହି ପରିପ୍ରେକ୍ଷୀରେ, ସୁବର୍ଣ୍ଣରେଖାନଦୀରେ  ଆଜି ମଧ୍ୟ  ରାତ୍ର  ୧୨ ଟା   ସୁଦ୍ଧା ସର୍ବୋଚ୍ଚ ବନ୍ୟା ଜଳ ୧୧.୨୫ ମିଟର ସ୍ତରରେ ପ୍ରବାହିତ ହେବାର ଆଶା କରାଯାଉଛିସେହିପରି ବୁଢାବଳଙ୍ଗ ନଦୀରେ ଆସନ୍ତା କାଲି ୩୦  ତାରିଖ ସକାଳ  ୯ ସୁଦ୍ଧା ୮.୨୦ ମିଟର ଏବଂ ଜଳକାନଦୀରେ ଆଜି ୨୯  ତାରିଖ  ସଂଧ୍ୟା ୬.୦୦ ରେ ୬.୮୨ ମିଟର ସର୍ବୋଚ୍ଚ ବନ୍ୟାଜଳ ପ୍ରବାହିତ ହେବାର ଆଶା କରାଯାଉଛି ରାଜ୍ୟ ଜଳ ସଂପଦ ବିଭାଗର ସେଚ଼ ସଦନ ଠାରେ ଥିବା ବନ୍ୟା ନିୟନ୍ତ୍ରଣ କକ୍ଷ  ୨୪ ଘଣ୍ଟିଆ କାର୍ଯ୍ୟ କରୁଛି  ଏବଂ ସ୍ଥିତିକୁ ଏଠାରୁ ସତର୍କତାର ସହ  ତଦାରଖ କରାଯାଉଛି । ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏଥିପାଇଁ  ତଳିଆ ଅଂଚଳରେ ଥିବା ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରଣ ଏବଂ ଆବଶ୍ୟକ ରିଲିଫ୍ କାର୍ଯ୍ୟ ପରିଚାଳନା ପାଇଁ ସତର୍କ କରାଯାଇଛି ।  କ୍ଷେତ୍ରସ୍ତରରେ ସ୍ଥିତି ଅନୁଧ୍ୟାନ ଓ ତଦାରଖ କରିବା ଏବଂ ସମ୍ଭାବ୍ୟ ବନ୍ୟା ସ୍ଥିତି  ପରିଚାଳନାରେ ସହାୟତା ପାଇଁ ଜଳ ସଂପଦ ବିଭାଗର ଜଣେ ସର୍ବୋଚ୍ଚ ଯନ୍ତ୍ରୀ ପାହ୍ୟାର ଯନ୍ତ୍ରୀ ଏବଂ ଅନ୍ୟ ଜଣେ ମୁଖ୍ୟ ଯନ୍ତ୍ରୀତ୍ଵରିତବାଲେଶ୍ୱର ଗସ୍ତ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking