16.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶପାକିସ୍ତାନରେ ବନ୍ୟା ସ୍ଥିତି 

ପାକିସ୍ତାନରେ ବନ୍ୟା ସ୍ଥିତି 

ପାକିସ୍ତାନ: ଝେଲମ୍ ନଦୀରେ ଅଚାନକ ପାଣି ଯୋଗୁଁ ପାକିସ୍ତାନରେ ବନ୍ୟା ସ୍ଥିତି ଉପୁଜିଛି । ମୁଜାଫରବାଦ୍ ହାତିଆନ ବାଲାରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି ପାକିସ୍ତାନ ସରକାର । ଅଚାନକ ବନ୍ୟା ପରିସ୍ଥିତିକୁ ନେଇ ଭାରତକୁ ଦାୟୀ କଲା ପାକିସ୍ତାନ । ପହଲଗାମ ଆକ୍ରମଣକୁ ନେଇ ଭାରତ-ପାକ୍ ଭିତରେ ଲାଗି ରହିଛି ବିବାଦ । ପହଲଗାମ ଘଟଣାରେ ସିନ୍ଧୁ ନଦୀ ଜଳ ଚୁକ୍ତି ବାତିଲ କରିଛି ଭାରତ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking