32.1 C
Bhubaneswar
Saturday, February 14, 2026
Homeଓଡିଶାବନ୍ୟା ସ୍ଥିତିରେ ସୁଧାର ଆସୁଛି: ସୁରେଶ

ବନ୍ୟା ସ୍ଥିତିରେ ସୁଧାର ଆସୁଛି: ସୁରେଶ

ସମ୍ବଲପୁର: ରାଜ୍ୟରେ ବନ୍ୟା ସ୍ଥିତିରେ ସୁଧାର ଆସୁଛି କହିଲେ ମନ୍ତ୍ରୀ ସୁରେଶ ପୂଜାରୀ। ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବେଳେ ଦେଲେ ସୂଚନା। ବିଭିନ୍ନ ନଦୀରେ ଜଳସ୍ତର କମୁଛି, ପାଣି କମିବା ପରେ କ୍ଷୟକ୍ଷତି ଆକଳନ। ରିଲିଫ କେନ୍ଦ୍ରମାନଙ୍କରୁ ଲୋକେ ଫେରିବା ଆରମ୍ଭ କଲେଣି। ସାପ କାମୁଡ଼ା ଭୟ ଥିବାରୁ ଇଞ୍ଜେକ୍ସନ ସ୍ବାସ୍ଥ୍ୟ କେନ୍ଦ୍ରରେ ମହଜୁଦ ରହିଛି। କେବଳ ବାଲେଶ୍ବର ଜିଲ୍ଲାର ୨ଟି ବ୍ଲକ୍‌କୁ ଛାଡ଼ି ଅନ୍ୟ ସ୍ଥାନରେ ସମସ୍ୟା ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking