39.1 C
Bhubaneswar
Sunday, May 11, 2025
Homeଓଡିଶାପଣାଯାତ୍ରାରେ ଜଳିଗଲା ୫ ଦୋକାନ

ପଣାଯାତ୍ରାରେ ଜଳିଗଲା ୫ ଦୋକାନ

କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ପଣାଯାତ୍ରା ପଡିଆରେ ଅଘଟଣ । ପଣଯାତ୍ରାରେ ଗ୍ୟାସ୍ ଟାଙ୍କି ଫାଟି ଜଳିଗଲା ୫ ଦୋକାନ । ଯେଉଁଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି । ମିଳିଥିବା ସୂଚନା ମୁତାବକ କୃଷ୍ଣପ୍ରସାଦ ପଣାଯାତ୍ରା ପଡିଆରେ ମେଳା ଚାଲିଥିଲା । ଅଞ୍ଚଳରେ ପଣାସଂକ୍ରାନ୍ତି ସମୟରେ ଏହା ଏକ ବଡ ମେଳା ହେଇଥିବାରୁ ବହୁ ଲୋକଙ୍କ ସମାଗମ ହୋଇଥାଏ । ଯେଉଁଥି ପାଇଁ ବହୁ ଉଠା ଦେକାନ ମଧ୍ୟ ଖୋଲିଥିଲା । ତେବେ ଆଜି ଅପରାହ୍ନରେ ହଠାତ୍ ଗ୍ୟାସ୍ ଟାଙ୍କି ଫାଟି ୫ ଖେଳନା ଦୋକାନ ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking