21.1 C
Bhubaneswar
Saturday, December 6, 2025
Homeଓଡିଶା୫ ଜଣ ଚଳାଇଛନ୍ତି  ମନମାନି: ଅମରେଶ

୫ ଜଣ ଚଳାଇଛନ୍ତି  ମନମାନି: ଅମରେଶ

ଭୁବନେଶ୍ୱର: ବିଜେଡି କଳିକୁ ନେଇ ଅମରେଶ ଜେନାଙ୍କ  ବିଷୋଦଗାର । କହିଛନ୍ତି ଦଳ ଠିକ ଭାବେ ପରିଚାଳଳନା ହେଉନି । ଯାହାକୁ ଦାୟିତ୍ୱ ଦିଆଯାଇଛି ନିରପେକ୍ଷ ନୁହଁନ୍ତି । ୪ରୁ ୫ ଜଣ ମନମାନି ଚଳାଇଛନ୍ତି । ନିଜକୁ ତର୍ଜମା କରୁନାହାନ୍ତି , ଅନ୍ୟକୁ ଦୋଷ ଢାଳୁଛନ୍ତି । ନିର୍ୱାଚନରେ ହାରିବା ପରେ ସବୁଠି  ମୁଣ୍ଡ ଖେଳାଉଛନ୍ତି । ନିଜ ଆର୍ଥିକ ସ୍ଥିତି ସୁଦୃଢ  ପାଇଁ  ସବୁ  କରୁଛନ୍ତି । ପାର୍ଟି ଗୋଳିଆ ହେଲେ  ମଙ୍ଗୁଆଳଙ୍କ ଲାଭ । ଅହଙ୍କାର ପାଇଁ ବିଜେଡିକୁ ବୁଡାଇବାକୁ ଚାହୁଁଛନ୍ତି । ବିଦ୍ରୋହ ହେବ , ବିଦ୍ରୋହରୁ ଆମେ ଜନ୍ମ । ଠିକ ସମୟରେ ଏମାନଙ୍କ କଳାଚିଠା  ଖୋଲାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking