28.1 C
Bhubaneswar
Thursday, June 19, 2025
Homeଦେଶ ବିଦେଶଚଳନ୍ତା ଟ୍ରେନରୁ ଖସି ୫ ମୃତ

ଚଳନ୍ତା ଟ୍ରେନରୁ ଖସି ୫ ମୃତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର କଲ୍ୟାଣ ଛକରେ   ସୋମବାର  ଏକ ବଡ ଦୁର୍ଘଟଣା ଘଟିଛି । ଲୋକାଲ ଟ୍ରେନରୁ ଖସିପଡିଲେ ୫ ଜଣ ଯାତ୍ରୀ ।  ଯେତେବେଳେ ଟ୍ରେନଟି ଥାଣେ ଅଞ୍ଚଳରେ ରହିଥିଲା  ସେତେବେଳେ ଯାତ୍ରୀମାନେ ଟ୍ରେନରେ ଚଢିବାକୁ ଚେଷ୍ଟା କରିଥିଲେ । ଆଉଜଣ ଯାତ୍ରୀ ଖସିପଡ଼ିବାରୁ ସେମାନଙ୍କର ମୃତ୍ୟୁ ହୋଇଛି । ପ୍ରବଳ ଭିଡ ଏବଂ ଧକ୍କା କାରଣରୁ  ଏଭଳି ଦୁର୍ଘଟଣା ଘଟିଛି । ଏନେଇ ସ୍ଥାନୀୟ  ଅଞ୍ଚଳରେ ଚାପା ଉତ୍ତେଜନା  ସୃଷ୍ଟି ହୋଇଛି ।୧୦ରୁ ୧୨ ଜଣ ଯାତ୍ରୀ ଟ୍ରେନରୁ ଖସି ପଡିଥିବା ସୂଚନା ମିଳିଛି । ଅନେକ ଯାତ୍ରୀ ସଙ୍କଟାପଣ୍ଣ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଟ୍ରେନ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking