27.1 C
Bhubaneswar
Saturday, December 6, 2025
Homeଓଡିଶାଫିରିଙ୍ଗମାଲ ଘଟଣା: ଆକ୍ସନ ମୋଡ୍‌ରେ ପୋଲିସ

ଫିରିଙ୍ଗମାଲ ଘଟଣା: ଆକ୍ସନ ମୋଡ୍‌ରେ ପୋଲିସ

ସମ୍ବଲପୁର: ବରଗଡ ଫିରିଙ୍ଗମାଲ ଘଟଣା ପରେ ଆକ୍ସନ ମୋଡ୍‌ରେ ପୋଲିସ । ସମ୍ବଲପୁର, ବରଗଡ, ଝାରସୁଗୁଡାରେ ପୋଲିସର ସଚେତନତା କାର୍ଯ୍ୟକ୍ରମ ଚାଲିଛି । ଆତ୍ମହତ୍ୟା ପ୍ରବଣତା ରୋକିବା ପାଇଁ କଲେଜମାନଙ୍କରେ କାର୍ଯ୍ୟକ୍ରମ କରାଯାଇଛି । ଜିଲ୍ଲାର ସବୁ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ସେମିନାର୍‌ କରୁଛନ୍ତି । ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କ ନିର୍ଦ୍ଦେଶରେ ଚାଲିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking