32.1 C
Bhubaneswar
Tuesday, October 22, 2024
Homeଓଡିଶାବାତ୍ୟାର ମୁକାବିଲା ପାଇଁ ଅଗ୍ନିଶମ ବାହିନୀ ପ୍ରସ୍ତୁତ

ବାତ୍ୟାର ମୁକାବିଲା ପାଇଁ ଅଗ୍ନିଶମ ବାହିନୀ ପ୍ରସ୍ତୁତ

ଭୁବନେଶ୍ୱର: ସାମ୍ଭାବ୍ୟ ବାତ୍ୟା “ଦାନା” ର ମୁକାବିଲା ନେଇ ଅଗ୍ନିଶମ ବାହିନୀ ସହିତ ପ୍ରସ୍ତୁତ ରହିଛି ଯନ୍ତ୍ରପାତି । ଭୁବନେଶ୍ଵର ଅଗ୍ନିକେଟ୍, ଲାଇଭ୍ ବଏ, ଲାଇଫ ଲାଇନ୍, ଆସ୍କା ଲାଇଟ୍, ପାଟ୍ରୋଲିଂ ବାଇକ୍, କୁମ୍ଵିଂ ଟୁଲ୍ସ, ଓବିଏମ ମଧ୍ୟ ପ୍ରସ୍ତୁତ ରହିଛି। ବାତ୍ୟା ପରେ ରାସ୍ତାରେ ଗଛ ପଡ଼ିଲେ ଗଛ କାଟିବେ ଅଗ୍ନିଶମ ବାହିନୀ । ବନ୍ୟା ସ୍ଥିତିରେ ଜଳ ନିଷ୍କାସନ ଓ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେବା କାର୍ଯ୍ୟ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking