17.1 C
Bhubaneswar
Tuesday, February 3, 2026
Homeଓଡିଶାଭେଣ୍ଡିଂ ଜୋନ୍‌ରେ ନିଆଁ

ଭେଣ୍ଡିଂ ଜୋନ୍‌ରେ ନିଆଁ

ବ୍ରହ୍ମପୁର: ଭେଣ୍ଡିଂ ଜୋନ୍‌ରେ ନିଆଁ । ବଡବଜାର ଥାନା ଧୋବା ବନ୍ଧହୁଡା ଭେଣ୍ଡିଂ ଜୋନ୍‌ରେ ନିଆଁ ଲାଗିଛି । ଗୋଟିଏ ଦୋକାନରେ ନିଆଁ ଲାଗି ବ୍ୟାପି ଯିବା ଫଳରେ ଜଳିଗଲା ୫ ଦୋକାନ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛି । । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking