14.1 C
Bhubaneswar
Monday, January 12, 2026
Homeଓଡିଶାଅନୁଗୁଳଡେଲି ମାର୍କେଟରେ ଅଗ୍ନିକାଣ୍ଡ: ୨୦ରୁ ଅଧିକ ଦୋକାନ ଜଳିପୋଡ଼ି ପାଉଁଶ

ଡେଲି ମାର୍କେଟରେ ଅଗ୍ନିକାଣ୍ଡ: ୨୦ରୁ ଅଧିକ ଦୋକାନ ଜଳିପୋଡ଼ି ପାଉଁଶ

ଅନୁଗୋଳ: ଅନୁଗୋଳ ପୌରପାଳିକାର ଡେଲି ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ଘଟିବାର ଦେଖିବାକୁ ମିଳିଛି । ନିଆଁରେ ୨୦ରୁ ଅଧିକ ଦୋକାନ ଘର ଜଳିପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ୩ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ସୂଚନା ଅନୁଯାଇ , ଆଜି ଦିନ ପ୍ରାୟ ସାଢେ ୧୧ଟା ସମୟରେ ଡେଲି ମାର୍କେଟରେ ନିଆଁ ଲାଗିଯାଇଥିଲା। କିଛି ବ୍ୟବସାୟୀ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ୩ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ଅଧିକ ଧୁଆଁ ବାହାରୁଥିବା ନିଆଁକୁ ଆୟତ୍ତ କରିବା ଅଗ୍ନିଶମ ବାହିନୀଙ୍କ ପାଇଁ କଷ୍ଟକର ହୋଇପଡ଼ିଥିବାର ସୂଚନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking