24.1 C
Bhubaneswar
Tuesday, March 24, 2026
Homeଓଡିଶାଭୁବନେଶ୍ୱର ବାଣ ଗୋଦାମରେ ନିଆଁ

ଭୁବନେଶ୍ୱର ବାଣ ଗୋଦାମରେ ନିଆଁ

ଭୁବନେଶ୍ୱର : ଭୁବନେଶ୍ୱର  ବାଣ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ହୁତ ହୁତ ହୋଇ ନିଆଁ ଜଳୁଛି । ଭୁବନେଶ୍ୱରର ଚୁନୁକୋଳି ବସ୍ତି ନିକଟରେ  ଥିବା ବାଣ ଗୋଦାମରେ ଏଭଳି ଭୟାବହ ଅଗ୍ନିକାଣ୍ଡ ଛଟିଛି ।ଇନ୍ଫୋସିଟି ପଛପାଖେ ଜଳୁଛି ବାଣ ଦୋକାନ ।  ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking