27.1 C
Bhubaneswar
Monday, March 30, 2026
Homeଓଡିଶାବନାଗ୍ନି: ୩୧୦ ପଏଣ୍ଟରେ ଲାଗିଛି ନିଆଁ

ବନାଗ୍ନି: ୩୧୦ ପଏଣ୍ଟରେ ଲାଗିଛି ନିଆଁ

ଭୁବନେଶ୍ୱର: ବନାଗ୍ନିକୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କ ପ୍ରତିକ୍ରିୟା । ୩୧୦ ଛୋଟ ଛୋଟ ପଏଣ୍ଟରେ ଏବେ ନିଆଁ ଲାଗିଛି । ଜଙ୍ଗଲକୁ ଲାଗିଥିବା ଗାଁକୁ ସଚେତନ କରାଯାଇଛି । ୧୭ ଆଦିବାସୀ ଜିଲ୍ଲାରେ ଲୋକମାନେ ନିଆଁ ଲଗାଇଛନ୍ତି । ରାଜ୍ୟରେ ବିଶେଷ ନିଆଁ ଲାଗିନି । ଶିମିଳିପାଳରେ ନିଆଁ ଲାଗିନି, ସ୍କ୍ୱାଡ୍ ଜଗୁଛନ୍ତି । ଡ୍ରୋନ୍ କ୍ୟାମେରା ଲାଗିଛି, ଫାୟାର ପଏଣ୍ଟରେ ନଜର ଅଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking