28.1 C
Bhubaneswar
Saturday, July 12, 2025
Homeଦେଶ ବିଦେଶତିରୁପତିର ଶ୍ରୀ ଗୋବିନ୍ଦରାଜସ୍ୱାମୀ ମନ୍ଦିର ନିକଟରେ ଅଗ୍ନିକାଣ୍ଡ

ତିରୁପତିର ଶ୍ରୀ ଗୋବିନ୍ଦରାଜସ୍ୱାମୀ ମନ୍ଦିର ନିକଟରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ତିରୁପତିର ଶ୍ରୀ ଗୋବିନ୍ଦରାଜ ସ୍ୱାମୀ ନିକଟରେ  ଥିବା ଏକ ଦୋକାନରେ ଗତକାଲି ବିଳମ୍ବିତ ରାତିରେ  ଅଗ୍ନିକାଣ୍ଡ ଘଟିଥିଲା । ହେଲେ ସୌଭାଗ୍ୟବଶତଃ  କାହାର କିଛି କ୍ଷୟକ୍ଷତି ହୋଇନାହିଁ । ଘଟଣାସ୍ଥଳକୁ ତୁରନ୍ତ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି ଓଡ୍ରାଫ ଟିମ । ଅଗ୍ନିକାଣ୍ଡ କିଭଳି ହେଲା ତାହାର କାରଣ ଅସ୍ପଷ୍ଟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking