31.1 C
Bhubaneswar
Friday, February 6, 2026
Homeଓଡିଶାସ୍କୁଟର ଷ୍ଟୋର ରୁମରେ ଅଗ୍ନିକାଣ୍ଡ

ସ୍କୁଟର ଷ୍ଟୋର ରୁମରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ନିଆଁ ଲାଗି ଜଳିଗଲା ଇଭି ସ୍କୁଟର ଷ୍ଟୋର ରୁମ । ଲକ୍ଷ ଲକ୍ଷ ଟଙ୍କାର ଇଭି ସ୍କୁଟର ଜଳି ପୋଡି ପାଉଁଶ ହୋଇଯାଇଛି । ନୀଳାଦ୍ରୀ ବିହାର ସେକ୍ଟର-୪ରେ ଥିବା ଷ୍ଟୋର ରୁମରେ ଅଗ୍ନିକାଣ୍ଡ ଘଟିଛି ।  ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ପହଞ୍ଚି ନିାଁକୁ ଆୟତ୍ତ କରାଯାଇଥିଲା ।  ଅଗ୍ନିକାଣ୍ଡର କାରଣ କଣ ତାହା ଏଯାଏଁ ଅସ୍ପଷ୍ଟ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking