ଭୁବନେଶ୍ୱର : ରୁଦ୍ରପୁର ସ୍ଥିତ ମେଡିସିନ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ସିମ୍ଫୋନୀ ମଲ ନିକଟ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ନିଆଁ କିଭଳି ଲାଗିଲା କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରଛି । ସ୍ଥାନୀୟ ପରିସ୍ଥିତି ଅଣାୟତ୍ତ ରହିଛି । ନିଆଁରେ ଲକ୍ଷାଧିକ ଟଙ୍କାର ଔଷଧ ଜଳିପୋଡି ପାଉଁଶ ହୋଇଯାଇଛି ।