23.9 C
Bhubaneswar
Sunday, April 13, 2025
Homeଓଡିଶାବ୍ୟାଙ୍କରେ ଲାଗିଗଲା ନିଆଁ

ବ୍ୟାଙ୍କରେ ଲାଗିଗଲା ନିଆଁ

ଝାରସୁଗୁଡା: ୟୁନିୟନ ବ୍ୟାଙ୍କରେ ଅଗ୍ନିକାଣ୍ଡ । ସରବାହାଲସ୍ଠିତ ବ୍ୟାଙ୍କରେ ଲାଗିଗଲା ନିଆଁ । ଜଳିଗଲା ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର । ନିଆଁ ଲାଗିବାର କାରଣ ଜଣାପଡି ନାହିଁ । ସର୍ଟସର୍କିଟରୁ ନିଆଁ ଲାଗିଥବା ଅନୁମାନ । ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking