32.2 C
Bhubaneswar
Saturday, May 17, 2025
Homeଓଡିଶାଏସବିଆଇ ଶାଖାରେ ଅଗ୍ନିକାଣ୍ଡ

ଏସବିଆଇ ଶାଖାରେ ଅଗ୍ନିକାଣ୍ଡ

କୋରାପୁଟ: ଦଶମନ୍ତପୁର ଏସବିଆଇ ଶାଖାରେ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା କମ୍ପ୍ୟୁଟର ଓ କାଗଜପତ୍ର । ସ୍ଥାନୀୟ ଲୋକଙ୍କ ଖବର ଅନୁସାରେ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ଦମକଳବାହିନୀ ନିଆଁ ଆୟତ୍ତ କରିଛି ।  ସର୍ଟସର୍କିଟରୁ ବ୍ୟାଙ୍କରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking