29.1 C
Bhubaneswar
Thursday, June 19, 2025
Homeଓଡିଶାନେମାଳ ପଦ୍ମବନ ଅଚ୍ୟୁତାନନ୍ଦ ପୀଠ ସମ୍ମୁଖ ଦୀପ ଷ୍ଟାଣ୍ଡରେ ଅଗ୍ନିକାଣ୍ଡ

ନେମାଳ ପଦ୍ମବନ ଅଚ୍ୟୁତାନନ୍ଦ ପୀଠ ସମ୍ମୁଖ ଦୀପ ଷ୍ଟାଣ୍ଡରେ ଅଗ୍ନିକାଣ୍ଡ

କଟକ:  ନେମାଳ ପଦ୍ମବନ ଅଚ୍ୟୁତାନନ୍ଦ ପୀଠରେ ଅଘଟଣ ।  ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଗାଦି ସମ୍ମୁଖ ଦୀପ ଷ୍ଟାଣ୍ଡରେ ଅଗ୍ନିକାଣ୍ଡ ଘଟିଛି ।  ହଜାର ହଜାର  ଭକ୍ତଙ୍କ  ଉପସ୍ଥିତିରେ ଜଳି ଉଠିଲା ଦୀପ ଷ୍ଟାଣ୍ଡ ।  ନିଆଁର ପ୍ରଭାବରେ ଉପରେ ବନ୍ଧା ହୋଇଥିବା ଟେଣ୍ଟ ଜଳିଗଲା ।  ଉପସ୍ଥିତ ଭକ୍ତ ପାଣି ପକାଇ ନିଆଁକୁ ଆୟତ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking