15.1 C
Bhubaneswar
Wednesday, December 17, 2025
Homeଓଡିଶାଜାଗମରା ସ୍ଥିତ ଘରୋଇ କଲେଜରେ ଅଗ୍ନିକାଣ୍ଡ

ଜାଗମରା ସ୍ଥିତ ଘରୋଇ କଲେଜରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ଜାଗମରା ସ୍ଥିତ ଏକ ଘରୋଇ  କଲେଜରେ ଅଗ୍ନିକାଣ୍ଡ ଘଟିଛି ।  ଅଗ୍ନିକାଣ୍ଡରେ କିଛି ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି ।  ନିଆଁ କିପରି ଲାଗିଲା ସ୍ପଷ୍ଟ ହୋଇନି  ଆମ୍ବୁଲାନ୍ସରେ   ଆହତଙ୍କୁ ଉଦ୍ଧାର କାଯ୍ୟ ଜାରି ରହିଛି । ୫୦ରୁ ୬୦ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।  ଅଗ୍ନିଶମ ବାହିନୀର ୩ଟି ଗାଡି   ନିଆଁଲିଭା କାଯ୍ୟରେ ନିୟୋଜିତ  ଅଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking