25.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶଢାକା ବିମାନବନ୍ଦରରେ ଅଗ୍ନିକାଣ୍ଡ

ଢାକା ବିମାନବନ୍ଦରରେ ଅଗ୍ନିକାଣ୍ଡ

ଢାକା: ବାଂଲାଦେଶର ଢାକା ବିମାନବନ୍ଦରରେ ବଡ ଅଗ୍ନିକାଣ୍ଡ ଘଟିଛି। ସାମୟିକ ଭାବେ ବିମାନ ଚଳାଚଳ ବାତିଲ୍ ଘୋଷଣା କରାଯାଇଛି। ବାଂଲାଦେଶର ହଜରତ ଶାହଜଲାଲ ଅନ୍ତର୍ଜାତୀୟ ବିମାନବନ୍ଦରର କାର୍ଗୋ ଟର୍ମିନାଲରେ ଅଗ୍ନିକାଣ୍ଡ ଘଟିଛି। ବିମାନବନ୍ଦର ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଅଗ୍ନିଶମ ବାହିନୀ ଏବଂ ଅନ୍ୟାନ୍ୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବିମାନବନ୍ଦର ଭିତରକୁ ଯାଉଥିବା ରାସ୍ତାଗୁଡ଼ିକୁ ଅବରୋଧ କରାଯାଇଛି। ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking