25.1 C
Bhubaneswar
Saturday, June 7, 2025
Homeଓଡିଶାବିସ୍କୁଟ କାରଖାନାରେ ଅଗ୍ନିକାଣ୍ଡ

ବିସ୍କୁଟ କାରଖାନାରେ ଅଗ୍ନିକାଣ୍ଡ

କଟକ: ବିସ୍କୁଟ କାରଖାନାରେ ଭୟଙଅକର ଅଗ୍ନିକାଣ୍ଡ ଘଟିଛି । ଜଗତପୁର ସ୍ଥିତ ଏକ ବିସ୍କୁଟ କାରଖାନାରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଠଣାସ୍ଥଳରେ ପହଞ୍ଚିଛି । ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ନିଆଁ ଲିଭଆଇବା ଆରମ୍ଭ କରିଦେଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ଜଣା ପଡିବ କେତେ ଟଙ୍କାର କ୍ଷତି କଣ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking