25.1 C
Bhubaneswar
Monday, December 8, 2025
Homeଓଡିଶାଜଳ ପ୍ରକଳ୍ପ ଗୋଦାମରେ ଅଗ୍ନିକାଣ୍ଡ

ଜଳ ପ୍ରକଳ୍ପ ଗୋଦାମରେ ଅଗ୍ନିକାଣ୍ଡ

ମାହାଙ୍ଗା: ମାହାଙ୍ଗା ଅଞ୍ଚଳରୁ ଆସିଛି ଏକ ବଡ ଖବର । ନିଆଁ ଲାଗି ଜଳ ପ୍ରକଳ୍ପ ଗୋଦାମ ଜଳିଯାଇଥିବା ଖବର ସାମ୍ନାକୁ ଆସିଛି । ନିଆଁ ଲିଭାଇବା ପାଇଁ ଦମକଳ ବାହିନୀ ନିଯୋଜିତ ହୋଇଥିବା ଦେଖିବାକୁ ମିଳିଛି । ତେବେ ସୂଚନା ଅନୁଯାଇ , ପାନୀୟ ଜଳ ପ୍ରକଳ୍ପ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ୧୦ ଟ୍ରକରୁ ଅଧିକ ପାଣି ପାଇପ ଜଳିଯାଇଥିବା ନେଇ ଖବର ରହିଛି । ମଧୁପୁର ସ୍ଥିତ ମେଗା ଇଞ୍ଜିନିୟରିଂ ଗୋଦାମରେ ନିଆଁ ଲାଗିଛି । ନିଆଁ ଲିଭା କାର୍ଯ୍ୟରେ ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking