26.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶକନଟ୍ ପ୍ଲେସ୍ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ: ୬ ଜଣ ଆହତ

କନଟ୍ ପ୍ଲେସ୍ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ: ୬ ଜଣ ଆହତ

ନୂଆଦିଲ୍ଲୀ: ଗୁରୁବାର ସକାଳେ କନଟ୍ ପ୍ଲେସର ଅତ୍ୟନ୍ତ ଲୋକପ୍ରିୟ ବିକ୍କଗାନେ ବିରିୟାନି ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟି ୬ ଜଣ ଗୁରୁତର ଆହତ ହୋଇଛନ୍ତି ବୋଲି ଦିଲ୍ଲୀ ଅଗ୍ନିଶମ ସେବା (ଡିଏଫଏସ)ର ଜଣେ ଅଧିକାରୀ କହିଛନ୍ତି। ପୂର୍ବାହ୍ନ ପ୍ରାୟ ୧୧:୫୫ ସମୟରେ ଏକ ଫୋନ୍ ପାଇବା ପରେ ଡିଏଫଏସ ଘଟଣାସ୍ଥଳକୁ ଛଅଟି ଦମକଳ ଗାଡି ପଠାଇଥିଲା। ତଥାପି, ଅପରାହ୍ନ ୩ଟା ସୁଦ୍ଧା ନିଆଁକୁ ନିୟନ୍ତ୍ରଣ କରାଯାଇ ପାରିନଥିଲା, ଅଧିକାରୀ କହିଛନ୍ତି। ରେଷ୍ଟୁରାଣ୍ଟର ରୋଷେଇ ଘରେ ଏଲପିଜି ସିଲିଣ୍ଡର ଲିକ୍ ହେବା ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ରାମ ମନୋହର ଲୋହିଆ (ଆରଏମଏଲ) ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking