16.1 C
Bhubaneswar
Sunday, December 21, 2025
Homeଓଡିଶାକମ୍ପାନୀ ପାଇପ ଷ୍ଟକୟାର୍ଡରେ ନିଆଁ

କମ୍ପାନୀ ପାଇପ ଷ୍ଟକୟାର୍ଡରେ ନିଆଁ

ପାରାଦୀପ: ଟେକ୍ନୋମାଉଣ୍ଟ- ମେଣ୍ଟାଲକ୍ରାଫ୍ଟ ପାଇପ ଷ୍ଟକୟାର୍ଡରେ  ଅଗ୍ନିକାଣ୍ଡ ଘଟିଛି । ପାଇପଗୁଡିକ ହୁତୁହୁତୁ ହୋଇ ଜଳୁଛି । ଏଯାବତ ଅଗ୍ନିକାଣ୍ଡର  କାରଣ ଅସ୍ପଷ୍ଟ ରହିଛି । ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନକୁ ଖବର ଦେଇଥିଲେ । ଘଟଣାସ୍ଥଳରେ  ଅଗ୍ନିଶମ ବାହିନୀ ପହଞ୍ଚି  ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking