19.1 C
Bhubaneswar
Friday, February 6, 2026
Homeଓଡିଶାଭୁବନେଶ୍ୱର ବିମାନବନ୍ଦରରେ ନିଆଁ

ଭୁବନେଶ୍ୱର ବିମାନବନ୍ଦରରେ ନିଆଁ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ନିଆଁ । ପଡିଆରେ ଶୁଖିଲା ଘାସରେ ନିଆଁ ଲାଗିଥିଲା । ସୂଚନାପାଇ ଘଟଣାସ୍ଥଳରେ  ନିଆଁକୁ ଆୟତ୍ତ କରିଥିଲା ବିମାନବନ୍ଦର ଅଗ୍ନିଶମ ବାହିନୀ । ଅଗ୍ନିକାଣ୍ଡର କାରଣ ସଂପର୍କରେ  ବର୍ତ୍ତମାନ ଜଣାପଡିନାହିଁ । ତେବେ  ବିମାନବନ୍ଦରରେ ନିଆଁ କିପରି ଲାଗିଲା ସେନେଇ ତଦନ୍ତ କରୁଛି ପୋଲିସ ।  ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନଥିବା  ସୂଚନା ମିଳିଛି । ଏଭଳି ଘଟଣା କିପରି ପୁନର୍ବାର ନ ଘଟେ ତାହାକୁ ଗୁରୁତ୍ୱ ଦେଇଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking