ଭୁବନେଶ୍ୱର: ରାସନ କାର୍ଡ ନଫେରାଇଲେ ହେବ କାଯ୍ୟାନୁଷ୍ଠାନ । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ରପାତ୍ର ଚେତାବନୀ ଦେଇଛନ୍ତି । ଯେଉଁଦିନଠୁ କାର୍ଡ ନେଇଥିବେ ସେବେଠୁ ଆଦାୟ ହେବ । ଓଏସ ଅଫିସର ହାତେଇଛନ୍ତି ରାସନ କାର୍ଡ । ଇକେଫ୍ୱାଇସି ଯାଞ୍ଚରେ ଆସିଲା ସାଂଘାତିକ ତଥ୍ୟ । ଓଏସ ଅଫିସର , ଡାକ୍ତର , ଅଧ୍ୟାପକ ନେଇଛନ୍ତି ରାସନ କାର୍ଡ । ତୁରନ୍ତ କାର୍ଡ ଫେରାଇବା ପାଇଁ ମନ୍ତ୍ରୀ ନିବେଦନ କରିଛନ୍ତି । ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।