20.1 C
Bhubaneswar
Saturday, December 6, 2025
Homeଓଡିଶାସକାଳୁ ଲେମ୍ବୁ ପାଣି କିଏ ପିଇବା ଉଚିତ ନୁହେଁ ଜାଣନ୍ତୁ..

ସକାଳୁ ଲେମ୍ବୁ ପାଣି କିଏ ପିଇବା ଉଚିତ ନୁହେଁ ଜାଣନ୍ତୁ..

ଭୁବନେଶ୍ୱର: ଲେମ୍ବୁ ପାଣି ପିଇବା  ଆମ ଶରୀରର ପାଇଁ ଲାଭଦାୟକ ।  ସକାଳେ ଲେମ୍ବୁ ପାଣି ପିଇବା ଦ୍ୱାରା  ଶରୀରରେ ଶକ୍ତି ରହିଥାଏ ।  ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀର ବିଷମୁକ୍ତ ହୁଏ । କିନ୍ତୁ ସମସ୍ତେ ଲେମ୍ବୁ ପାଣି ପିଇବା ଉଚିତ ନୁହେଁ । ପେଟରେ ଅଲସର , ଏସିଡ ସମସ୍ୟା , କିଡନୀ  ଭଳି ସ୍ୱାସ୍ଥ୍ୟ ସମସ୍ୟା ଥିବା ଲୋକମାନେ ଏହାକୁ ପିଇବା ଉଚିତ ନୁହେଁ । ଲେମ୍ବୁରେ ଥିବା ସାଇଟ୍ରିକ ଏସିଡ  ପେଟରେ ଜଳାପୋଡା ସୃଷ୍ଟି କରେ । ଏହି ଏସିଡ ଯୋଗୁଁ ପେଟରେ ଘା ହେବାର ଆଶଙ୍କା ରହିପାରେ ।  ଯେଉଁମାନଙ୍କର ଦାନ୍ତ ସମ୍ବେଦନଶୀଳ , ସେମାନେ ଜାଣିପାରନ୍ତିନି ଯେ ଲେମ୍ବୁ ପାଣି ପିଇବା ଦ୍ୱାରା  ସେମାନଙ୍କ ଦାନ୍ତର ଏନାମୋଲ ନଷ୍ଟ ହୋଇପାରେ ।  ଲେମ୍ବୁପାଣି ପିଇବା ଦ୍ୱାରା କିଛି ଲୋକଙ୍କର ପାଚନ ସମସ୍ୟା ମଧ୍ୟ ଦେଖାଦିଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking