27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶନୀତି ଆୟୋଗ ବୈଠକରେ କିଏ ଯୋଗ ଦେଲେନି ଜାଣନ୍ତୁ...

ନୀତି ଆୟୋଗ ବୈଠକରେ କିଏ ଯୋଗ ଦେଲେନି ଜାଣନ୍ତୁ…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ନିତି ଆୟୋଗର ବୈଠକ । ଏହି ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି । ଓଡିଶାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ରହିଛନ୍ତି । ତେବେ ଏହି ବୈଠକରେ ୭ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହୋଇନଥିବା ସୂଚନା ମିଳିଛି । ସେମାନେ ହେଲେ…
୧.ତାମିଲନାଡୁ : ଏମକେ ଷ୍ଟାଲିନ
୨.ତେଲେଙ୍ଗାନା : ରେବନ୍ତ ରେଡ୍ଡୀ
୩.କର୍ଣ୍ଣାଟକ : ସିଦ୍ଦରମୈୟା
୪.ହିମାଚଳପ୍ରଦେଶ : ସୁଖବିନ୍ଦର ସିଂ ସୁଖୁ
୫.ପଞ୍ଜାବ : ଭଗୱନ୍ତ ମାନ୍
୬.ଝାଡଖଣ୍ଡ : ହେମନ୍ତ ସୋରେନ
୭.ଦିଲ୍ଲୀ : ଅରବିନ୍ଦ କେଜ୍ରିୱାଲ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking