25.1 C
Bhubaneswar
Saturday, December 6, 2025
Homeଓଡିଶାକେଉଁ ରାଜ୍ୟ ସବୁଠାରୁ ଅଧିକ କଦଳୀ ଉତ୍ପାଦନ କରେ ଜାଣନ୍ତୁ

କେଉଁ ରାଜ୍ୟ ସବୁଠାରୁ ଅଧିକ କଦଳୀ ଉତ୍ପାଦନ କରେ ଜାଣନ୍ତୁ

 ନୂଆଦିଲ୍ଲୀ : ରାଜ୍ୟର ଜଳବାୟୁ  ଏବଂ ମାଟି କଦଳୀ  ଚାଷ ପାଇଁ ଉପଯୁକ୍ତ ।  ମୋଟ କଦଳୀ ଉତ୍ପାଦନରେ ୧୭. ୨୮ %  ହେଉଛି  ମହାରାଷ୍ଟ୍ର । ରାଜ୍ୟରେ କଦଳୀ ଚାଷ   ପାଇଁ  ଉପଯୁକ୍ତ ଜଳସେଚନ ଏବଂ ପାଗ ପରିସ୍ଥିତି ଅଛି ।  ଏଠାକାର ଚାଷୀମାନେ ପ୍ରଚୁର  ପରିମାଣରେ କଦଳୀ  ଚାଷ କରନ୍ତି ।  ମହାରାଷ୍ଟ୍ରରେ କଦଳୀ ଚାଷ  ମୁଖ୍ୟତଃ ପଶ୍ଚିମ  ମହାରାଷ୍ଟ୍ର ଅଞ୍ଚଳରେ  କରାଯାଏ ।  କଦଳୀ ଚାଷରୁ ଚାଷୀମାନେ ଭଲ ଲାଭ ପାଆନ୍ତି କାରଣ ଏହାର ଚାହିଦା  ବର୍ଷସାରା ରହିଥାଏ । ମହାରାଷ୍ଟ୍ରରେ  ବିଭିନ୍ନ ପ୍ରକାରର କଦଳୀ ଉତ୍ପାଦିତ ହୁଏ  ଯାହା ଅନ୍ୟ ରାଜ୍ୟକୁ ରପ୍ତାନୀ କରାଯାଏ ।  ରାଜ୍ୟର ଚାଷୀମାନେ ଟିସୁ କଲଚର ବ୍ୟବହାର କରି  କଦଳୀ ଚାଷ କରନ୍ତି,  ଯାହା ଶୀଘ୍ର ଉତ୍ପାଦନ  ଏବଂ ଭଲ  ଫଳାଫଳ ଦିଏ ।  ମହାରାଷ୍ଟ୍ରରେ କଦଳୀ ଚାଷ କୃଷି କ୍ଷେତ୍ରରେ ଏକ ଗୁରୁତ୍ୱପୁଣ୍ଣ ସ୍ଥାନ ଅଧିକାର କରେ ଏବଂ ରାଜ୍ୟର ଅର୍ଥନୀତିରେ  ଏହା ଗୁରୁତ୍ୱପୁଣ୍ଣ ଅବଦାନ କରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking