29.1 C
Bhubaneswar
Tuesday, July 29, 2025
Homeଓଡିଶାଖାଦ୍ୟ ଖାଇବା ପରେ ମିଠା ଖାଇବା ଭଲ କି ଖରାପ ଜାଣନ୍ତୁ..

ଖାଦ୍ୟ ଖାଇବା ପରେ ମିଠା ଖାଇବା ଭଲ କି ଖରାପ ଜାଣନ୍ତୁ..

ଭୁବନେଶ୍ୱର: ଖାଦ୍ୟ ଖାଇବା ପରେ ମିଠା ଖାଇବା ଦ୍ୱାରା ଏହି ସମସ୍ୟା ହୁଏ ।  ମିଠାର ଅତ୍ୟଧିକ ସେବନ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ  ପ୍ରଭାବ ପକାଇପାରେ ।  ପ୍ରତିଦିନ ଖାଦ୍ୟ ପରେ ମିଠା ଖାଇବା ଦ୍ୱାରା ଦାନ୍ତ କ୍ଷୟ ହୋଇପାରେ ।  ଏହା  ମଧୁମେହର ଆଶଙ୍କା ବଢିପାରେ । ପ୍ରତିଦିନ  ମିଠା ଖାଇବା ଦ୍ୱାରା ଓଜନ ବଢିପାରେ ।  ଅଧିକ ଚିନି ଥିବା ଖାଦ୍ୟ ଖାଇବା ଅନ୍ତନଳୀର ମାଇକ୍ରୋବାୟୋଟାକୁ ପ୍ରଭାବିତ କରିପାରେ ।  ଏହା ପେଟରେ ସ୍ନାୟୁ ପ୍ରଣାଳୀକୁ ମଧ୍ୟ ପ୍ରଭାବିତ କରିପାରେ । ଏହା ବ୍ୟତୀତ  ମିଠା  ଖାଇବା ଦ୍ୱାରା ପେଟରେ ଭାରୀପଣ ବଦହଜମୀ  ଏବଂ ଗ୍ୟାସ  ହୋଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking