19.1 C
Bhubaneswar
Monday, February 2, 2026
Homeଦେଶ ବିଦେଶଜାଣନ୍ତୁ କଣ ଶସ୍ତା, କଣ ମହଙ୍ଗା ..

ଜାଣନ୍ତୁ କଣ ଶସ୍ତା, କଣ ମହଙ୍ଗା ..

ନୂଆଦିଲ୍ଲୀ: ଆଜି ସଂସଦରେ ବଜେଟ ୨୦୨୬-୨୭ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ନବମ ଥର ପାଇଁ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ । ବଜେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଉପସ୍ଥାପନା କରିଛନ୍ତି ନିର୍ମଳା ସୀତାରମଣ । ଏହାରି ଭିତରେ ସାଧାରଣ ଲୋକଙ୍କ ପାଇଁ ସବୁଠାରୁ ବଡ ଆଶ୍ୱସ୍ତିକର ଖବର ଆସିଛି । ଏର ବଜେଟରେ କଣ ଶସ୍ତା ହେବ, କଣ ମହଙ୍ଗା ହେବ ସେ ନେଇ ଅପେକ୍ଷାରେ ଥିଲେ ଜନତା । ତେବେ ଜାଣନ୍ତୁ କଣ ଶସ୍ତା ହେଲା କଣ ମହଙ୍ଗା ହେଲା ।

ଶସ୍ତା
୧.ଚମଡାରୁ ତିଆରି ଜୋତା,ବ୍ୟାଗ
୨. କପଡା
୩.ବିଦେଶ ଯାତ୍ରା
୪.ସୋଲାର ସାମଗ୍ରୀ
୬.ମୋବାଇଲ ବ୍ୟାଟେରୀ
୭. ମାଇକ୍ରୋୱେଭ
୮.କ୍ୟାନସର ଓ ମଧୁମେହ ଔଷଧ
୯. ଖେଳନା ସାମଗ୍ରୀ
୧୦. ଇଭି କାର ବ୍ୟାଟେରୀ
୧୧. ବାୟୋଗ୍ୟାସ ମିଶ୍ରିତ ସିଏନଜି
୧୨. ବିମାନ ନିର୍ମାଣ ଜିନିଷ

ମହଙ୍ଗା
୧. ମଦ
୨. ଖଣିଜ ପଦାର୍ଥ
୩. ସ୍କ୍ରାପ
୪.ଆମଦାନିଯୁକ୍ତ ଘଣ୍ଟା
୫.ଆମଦାନିଯୁକ୍ତ କାର
୬.ସିଗାରେଟ
୭.ପାନ ମସଲା
୮.ତମାଖୁ ସାମଗ୍ରୀ

 

ଆୟକର ସ୍ଲାବ ଅପରିବର୍ତ୍ତିତ

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking