20.1 C
Bhubaneswar
Monday, February 9, 2026
Homeଓଡିଶା୧ ମାସ ଯାଏଁ ଚିନି ନଖାଇଲେ କଣ ହେବ ଜାଣନ୍ତୁ..

୧ ମାସ ଯାଏଁ ଚିନି ନଖାଇଲେ କଣ ହେବ ଜାଣନ୍ତୁ..

ଭୁବନେଶ୍ୱର: ସମସ୍ତଙ୍କୁ ମିଠା ଖାଇବା ବେଶ ପସନ୍ଦ ।  ସେପରି ଚିନି ଖାଇବା ବେଶ ଭଲ ଲାଗେ ।  ଏଥିରେ ଫାଇବର , ପ୍ରୋଟିନ , ଭିଟାମିନ ରହିଛି । ଚିନି ନ ଖାଇବା ଦ୍ୱାରା କଣ ହେବ ଜାଣନ୍ତୁ ।  ଆପଣଙ୍କ ଶରୀରର ମୋଟାପଣ କମ ଦେଖାଯିବ ।  ବୟସ ବୃଦ୍ଧି ହେବା ସହ   ମିଠା ଛାଡିବା  ଆବଶ୍ୟକ ।  ରକ୍ତ ଶର୍କରା  ନିୟନ୍ତ୍ରଣ କରିବା ଦ୍ୱାରା  ଚର୍ମ ଧୀରେ ଧୀୀରେ  ପତଳା ହେଇଯାଏ ।  ଏଥିପାଇଁ ବିଶେଷକରି ଯେତେବେଳ  ଆପଣଙ୍କ ଶରୀର ଏଭଳି ଦେଖାଦିଏ ତେବେ ଖାଦ୍ୟରେ ଫଳ ଏବଂ କଞ୍ଚା ପନିପରିବା ବ୍ୟବହାର କରନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking