ଭୁବନେଶ୍ୱର : ଚିଆ ସିଡକୁ କେତେ ସମୟ ପାଣିରେ ଭିଜାଇ ରଖିବା ଆବଶ୍ୟକ । ଚିଆ ସିଡ ଖାଇବା ଦ୍ୱାରା ଓଜନ ହ୍ରାସ ହୁଏ । ଏଥିରେ ଥିବା ଫାଇବର , ପ୍ରୋଟିନ , ଓମେଗା ୩ ଫ୍ୟାଟି ଏସିଡ , ଆଣ୍ଟି ଅକ୍ସିଡାଣ୍ଟ ଏବଂ କ୍ୟାଲସିୟମ , ମ୍ୟାଗ୍ନେସିୟମ ଏବଂ ଫସଫରସ ଭଳି ବିଭିନ୍ନ ଭିଟାମିନ ଏବଂ ମିନେରାଲ୍ସ ରହିଥାଏ । ଆପଣ ଚିଆ ସିଡକୁ ସାଲାଡରେ ପକାଇ ଖାିପାରିବେ । କିନ୍ତୁ କିଛି ଲୋକ ଚିଆ ସିଡକୁ ଭିଜାଇ ଖାଆନ୍ତି । ଯଦି ଆପଣ ଚିଆ ସିଡରୁ ସର୍ୱାଧିକ ଲାଭ ପାଇବାକୁ ଚାହୁଁଛନ୍ତି , ତେବେ ଅତି କମରେ ୩୦ ମିନିଟରୁ ୧ ଘଣ୍ଟା ପଯ୍ୟନ୍ତ ଭିଜାଇ ରଖିବା ଉଚିତ । ଏହା ପୁରା ପାଣି ଶୋଷିତ କରିଦେଇଥାଏ । ଯାହା ଭଳି ଦେଖାଯାଏ । ଚିଆ ସିଡକୁ ରାତି ସାରା ବୁଡାଇ ରଖିବା ଭଲ । ଯାହା ଶରୀରର ପାଇଁ ଲାଭଦାୟକ ଅଟେ ।