15.1 C
Bhubaneswar
Saturday, December 6, 2025
Homeଓଡିଶାବ୍ୟାଙ୍କରେ ପଡିଥିବା ଟଙ୍କାର ତଥ୍ୟ ମାଗିଲା ଅର୍ଥ ବିଭାଗ

ବ୍ୟାଙ୍କରେ ପଡିଥିବା ଟଙ୍କାର ତଥ୍ୟ ମାଗିଲା ଅର୍ଥ ବିଭାଗ

ଭୁବନେଶ୍ୱର: ବ୍ୟାଙ୍କରେ ପଡିଥିବା ଟଙ୍କାର ତଥ୍ୟ ମାଗିଲା ଅର୍ଥ ବିଭାଗ । ବ୍ୟାଙ୍କରେ ପଡି ରହିଥିବା ସରକାରୀ ଟଙ୍କାର ତଥ୍ୟ ଜାଣିବାକୁ ଅର୍ଥ ବିଭାଗ ତତ୍ପରତା ଦେଖାଇଛି ।  ସରକାରୀ ଟଙ୍କାର ତଥ୍ୟ ଜାଣିବାକୁ ମଡ୍ୟୁଲ  ପ୍ରସ୍ତୁତ କଲା ଅର୍ଥ ବିଭାଗ ।  ବେଟା ମଡ୍ୟୁଲ ଆଣିଲା ଅର୍ଥ ବିଭାଗ ।  ଏହି ମଡ୍ୟୁଲ ଦ୍ୱାରା  ଅପଡେଟ  ରହିବ ସବୁ ତଥ୍ୟ ।  କେଉଁ ବ୍ୟାଙ୍କରେ କେତେ ଟଙ୍କା ପଡି ରହିଛି ତଥ୍ୟ ମାଗିଥିଲା ଅର୍ଥ ବିଭାଗ । ସବୁ ବିଭାଗକୁ ଚିଠି ଲେଖି ତଥ୍ୟ ମାଗିଥିଲା ଅର୍ଥ ବିଭାଗ ।ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସ୍ବାସ୍ଥ୍ୟ, ନଗର ଉନ୍ନୟନ, ପଞ୍ଚାୟତିରାଜ, ବାଣିଜ୍ୟ ଓ ପରିବହନ, ପୂର୍ତ୍ତ, ଜଳସମ୍ପଦ ଭଳି କେତେକ ବିଭାଗରେ ହଜାର ହଜାର କୋଟି ଟଙ୍କା ବିଭିନ୍ନ ବ୍ୟାଙ୍କରେ ଠୁଳ ରହିଛି। ଏଥିଯୋଗୁ ସରକାରଙ୍କୁ ମଧ୍ୟ ସୁଧ ଗଣିବାକୁ ପଡୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking