16.1 C
Bhubaneswar
Saturday, December 20, 2025
Homeଓଡିଶାସ୍ତ୍ରୀ ସହ ଝଗଡା: ନିଜ ବେକ କାଟିଲେ ଯୁବକ

ସ୍ତ୍ରୀ ସହ ଝଗଡା: ନିଜ ବେକ କାଟିଲେ ଯୁବକ

ଗଞ୍ଜାମ:  ସ୍ତ୍ରୀ ସହ ଝଗଡା ହୋଇ ନିଜ ବେକ  କାଟି  ନିଜେ ମେଡିକାଲ ଆସିଲେ ଯୁବକ । ବ୍ରହ୍ମପୁରରେ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ।  ସ୍ତ୍ରୀ ସହ ଝଗଡା କରି ନିଜ ବେକ କାଟିଲେ ଯୁବକ । ବ୍ରହ୍ମପୁର ବଡବଜାର ଥାନା ଖାରବେଳ ନଗରରେ ଅଭାବନୀୟ ଘଟଣା ଘଟିଛି । ଗରୁତର ଯୁବକ ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଘରୋଇ କଳିରୁ ଯୁବକ ବେକ କାଟିଦେଇଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking