18.1 C
Bhubaneswar
Monday, February 9, 2026
Homeଓଡିଶାସାର କଳାବଜାରୀ ହେଉଛି: ମାନିଲେ ମନ୍ତ୍ରୀ

ସାର କଳାବଜାରୀ ହେଉଛି: ମାନିଲେ ମନ୍ତ୍ରୀ

ଭୁବନେଶ୍ୱର: ସାରର କଳାବଜାରୀ ହେଉଥିବା ମାନିଲେ ମନ୍ତ୍ରୀ। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର  ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଜାଣି ଶୁଣି କିଛି ଲୋକ କଳାବଜାରୀ କରୁଛନ୍ତି । ରାଜ୍ୟରେ ଆବଶ୍ୟକ ପରିମାଣର ସାର ଅଛି । ଖୁବଶୀଘ୍ର ସମସ୍ୟାର ସମାଧାନ ହେବ । କଳାବଜାରୀ କାରଣରୁ ଅନେକ ସମସ୍ୟା ଉପୁଜିଛି । ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଅନେକ ଡିଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking